Below header

ରୋଗୀଙ୍କ ପାଖରେ ନୁହଁ ବାହାରେ ପୋଖରୀ ହୁଡାରେ ପଡିଛି ଔଷଧ

ଭଦ୍ରକ (କେନ୍ୟୁଜ୍): ରୋଗୀଙ୍କ ପାଖରେ ନୁହଁ ବାହାରେ ପଡିଛି ଔଷଧ। ପରିତ୍ୟକ୍ତ ପୋଖରୀ ହୁଡାରେ ଫିଙ୍ଗାଯାଉଛି ସରକାରୀ ଔଷଧ । ଭଦ୍ରକ ଜିଲ୍ଲା ଚନ୍ଦନପୁର ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ପାଖରେ ଥିବା ଏକ ପରିତ୍ୟକ୍ତ ପୋଖରୀ ହୁଡାରେ ଏହି ଔଷଧ ଫିଙ୍ଗାଯାଇଛି । ଏହି ଔଷଧ ଅଙ୍ଗନବାଡି କେନ୍ଦ୍ରର ନା ସରକାରୀ ଡାକ୍ତରଖାନାର ତାହା ଜଣାପଡିନାହିଁ । ଘଟଣାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.