Below header

କିଟ୍ ପରିସରରେ ମେଗା ପ୍ଲାଣ୍ଟେସନ ଉତ୍ସବ ଆୟୋଜିତ

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ପରିସରରେ ମେଗା ପ୍ଲାଣ୍ଟେସନ ଉତ୍ସବ ଆୟୋଜିତ ହୋଇଛି। କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ତିତ ରହି ଗଛ ଲଗାଇଛନ୍ତି। ଡ. ସାମନ୍ତ ପ୍ରକୃତିକୁ ଭଲ ପାଉଥିବରୁ କିଟ୍ ଓ କିସ୍ ପରିବେଶକୁ ସବୁଜ କ୍ଷେତ୍ରରେ ପରିଣତ କରିଛନ୍ତି। ବାତ୍ୟା ଫନିରେ କିଟ ପରିସରର ପ୍ରାୟ ୩୦ ପ୍ରତିଶତ ନଷ୍ଟ ହୋଇଯାଇଥିଲା। ତେଣୁ କିଟ୍ ପରିସରରେ ବୃକ୍ଷ ରୋପଣ କରାଯାଇ ପରିବେଶକୁ ସବୁଜିମା କରାଯାଇଛି। ଏହି ଅବସରରେ କିଟ୍, କିମ୍ସ , କିସ୍ର ସମସ୍ତ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ ଗଛ ଚାରା ବଣ୍ଟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.