Below header

ଚାଲିବାକୁ ଅଛି ଆହୁରି ଅନେକ ବାଟ…..

ଭୁବନେଶ୍ୱର (କେ ନ୍ୟୁଜ): ଭୁବନେଶ୍ୱରରୁ ଚାଲି ଚାଲି ବାହାରିଲେ ଝାଡଖଣ୍ଡ । ଝାଡଖଣ୍ଡର କିଛି ଶ୍ରମିକ ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏମାନେ ଏବେ ଝାଡଖଣ୍ଡ ବାହାରିଛନ୍ତି । ଭୁବନେଶ୍ୱରରୁ ଚାଲି ଚାଲି ଯାଉଥିବା ବେଳେ କଟକରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ । ପରେ ସ୍ଥାନୀୟ ଯୁବକ ପୋଲିସକୁ ଜଣାଇଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.