ଆନ୍ଧ୍ର ଟିଡିପି ନେତାଙ୍କ ହତ୍ୟା ଘଟଣାରେ ଗିରଫ ମିଲିସିଆ ଜୟରାମ ଖିଲ

ଆନ୍ଧ୍ର ଟିଡିପି ନେତାଙ୍କ ହତ୍ୟା ଘଟଣାରେ ମିଲିସିଆ ଜୟରାମ ଖିଲ ଗିରଫ । ଆଜି ତାଙ୍କୁ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ନାଁରେ ୨୦୧୭ ମସିହାରେ ପାଡୁଆ ଥାନାରେ ସରପଞ୍ଚଙ୍କୁ ହତ୍ୟା ଓ ଗାଡି ପୋଡି ଭଳି ଅଭିଯୋଗ ଥିବା କୋରାପୁଟ ଏସ୍ପି ସୂଚନା ଦେଇଛନ୍ତି । ସେପଟେ ଘଟଣାରେ ଆନ୍ଧ୍ର ପୋଲିସ ପକ୍ଷରୁ ତଦନ୍ତ କରଯାଇଥିବା ବେଳେ ଆଜି NIAକ ହସ୍ତାନ୍ତର କରାଯାଇଛି । NIA ଏହାର ଅଧିକ ତଦନ୍ତ କରିବ ବୋଲି କେରାପୁଟ ଏସ୍ପି କନଓ୍ଵର ବିଶାଲ ସିଂ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.