ଶ୍ରୀମନ୍ଦିର ସମ୍ମୁଖ ଚପଲ ଷ୍ଟାଣ୍ଡ ବାରିକେଡରେ ଫସିଗଲା ଶିଶୁ କନ୍ଯାର ମୁଣ୍ଡ

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ ଘଟିଲା ଅଭାବନୀୟ ଘଟଣା। ଚପଲ ଷ୍ଟାଣ୍ଡ ନିକଟ ବାରିକେଡରେ ଫସିଗଲା ଶିଶୁ କନ୍ଯାର ମୁଣ୍ଡ। ଲୁହା ରଡ୍ ଫାଙ୍କରେ ମୁଣ୍ଡ ଭର୍ତ୍ତି କରୁଥିବାବେଳେ, ଫସିଗଲା ୪ ବର୍ଷର ଶିଶୁ କନ୍ୟା।

ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଉପସ୍ଥିତିରେ କଟରରେ ଲୁହାରଡ୍ କଟାଯିବା ପରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା। ଶିଶୁଟି  ଭବାନୀପାଟଣାରୁ ପରିବାର ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.