ଶିଶୁପୁତ୍ରକୁ ଅପହରଣ କଲା ଧରମ ମାମୁଁ, ସାଲିଆସାହିରୁ ଉଦ୍ଧାର କଲା ପୋଲିସ
ଭୁବନେଶ୍ବର : ଶିଶୁପୁତ୍ରକୁ ଅପହରଣ କଲା ଧରମ ମାମୁଁ। ଅପହରଣର ୩ ଘଣ୍ଟା ଭିତରେ ଶିଶୁପୁତ୍ରକୁ ଭୁବନେଶ୍ବର ସାଲିଆସାହିରୁ ଉଦ୍ଧାର କରିଛି ପୋଲିସ । ଭୁବନେଶ୍ବର ଭୋଇନଗରରୁ ଶିଶୁ ଅପହରଣ ଅଭିଯୋଗ ହୋଇଥିଲା। ୪ବର୍ଷର ଶିଶୁପୁତ୍ର ଘର ବାହାରେ ଖେଳୁଥିବା ବେଳେ ଧରମ ମାମୁ ଅପହରଣ କରି ନେଇଥିଲା ।…