Browsing Tag

child rescued

ପୁଣି ଅଲୋଡା ହେଲା ଶିଶୁ କନ୍ୟା, ଅନୁଗୁଳ ବସଲା ସାହି ନିକଟ ମଶାଣିରୁ ଉଦ୍ଧାର ହେଲା ନବଜାତ

ଅନୁଗୁଳ(କେନ୍ୟୁଜ୍): ସତରେ ଭଗବାନଙ୍କ ବିଚାର କାହା ପାଇଁ କେମିତି । କିଏ ଛୁଆଟିଏ ପାଇବା ପାଇଁ ବିକଳ ହୋଇ ଅଳି କରିଥାଏ ତ ଆଉ କିଏ ଛୁଆଟି ପାଇବାପରେ ତାକୁ ରାସ୍ତାକଡରେ ଫୋପାଡି ଦେଇଥାଏ । ସତରେ କଣ ଗୋଟେ ମା’ର ହୃଦୟ ଏତେ କଠୋର ହୋଇପାରେ? ନିଜ ଛୁଆଟି ପାଇଁ ସବୁବେଳେ ସଂଘର୍ଷ କରୁଥିବା ମା’…

୯ ଘଣ୍ଟା ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ପଣବନ୍ଦୀ ଥିବା ୨୦ ଶିଶୁ, ଅପରାଧୀକୁ ଗିରଫ କଲା ପୋଲିସ୍

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଫା‌ରୁକାବାଦ ଜିଲ୍ଲାର ମହମ୍ମଦାବାଦ ଅଞ୍ଚଳର ଜଣେ ଅପରାଧୀ ୨୦ ଶିଶୁଙ୍କୁ ପଣବନ୍ଦୀ କରି ରଖିଥିଲା। ତେବେ ସବୁ ଶିଶୁଙ୍କୁ ୯ ଘଣ୍ଟା ପରେ ଉଦ୍ଧାର କରାଯିବା ସହିତ ଅପରାଧୀକୁ ଗିରଫ କରିଛି ପୋଲିସ୍ । ଅପରାଧୀ ଜଣକ ଏହି ପିଲାମାନଙ୍କୁ ନିଜ ଘରକୁ ଡାକିନେଇ ପଣବନ୍ଦୀ…

ବାଙ୍କୀ ନୂଆଗାଁରେ ଅଭାବନୀୟ ଘଟଣା, ଦାଣ୍ଡରେ ଖେଳୁଥିବା ବେଳେ ଗରାରେ ପଶିଗଲା ଶିଶୁ

ବାଙ୍କୀ : ଖେଳୁଥିବା ବେଳେ ଗରାରେ ଫସିଗଲା ଶିଶୁ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ସୁରକ୍ଷିତ ଭାବେ ଉଦ୍ଧାର ପାଇଲା ଶିଶୁ। ବାଙ୍କୀ ଥାନା କିଆପଲା ପଞ୍ଚାୟତର ନୂଆଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ହରେକୃଷ୍ଣ ରାଉତଙ୍କ ଅଢେଇ ବର୍ଷର ଶିଶୁ ପୁଅ ଦାଣ୍ଡରେ ଖେଳୁଥିବା ବେଳେ…

ଯାଜପୁର: ପୁଣି ମାନବିକତା ହରାଇଲା ମଣିଷ, ରାସ୍ତାକଡ଼ରେ ଛାଡ଼ି ଦେଇଗଲେ ନବଜାତ ଶିଶୁ କନ୍ୟା

ଯାଜପୁର/ଯାଜପୁର ଟାଉନ୍: ପୁଣି ଶିଶୁ କନ୍ୟା ଅଲୋଡ଼ା। ରାସ୍ତା କଡରୁ ଉଦ୍ଧାର ହେଲା ନବଜାତକ। ଏଭଳି ଅଭାବନୀୟ ଘଟଣା ଘଟିଛି । ବଡ଼ଚଣା ବ୍ଲକ ଶାଳପଡା ନିକଟରେ ଆଜି ସକାଳୁ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ଶାଳପଡା ନିକଟରେ ଏକ ନବ ଜାତକ ଶିଶୁ କନ୍ୟା ରାସ୍ତା କଡରେ ପଡି କାନ୍ଦୁଥିବାର…

ସମୟ ବିତି ଚାଲିଛି କିନ୍ତୁ ବୋରେଓ୍ଵଲ ଭିତରୁ ଉଦ୍ଧାର ହୋଇନାହିଁ ଦୁଇ ବର୍ଷର ଶିଶୁ, ଜାରି ରହିଛି ଉଦ୍ଧାର ଅଭିଯାନ

ତାମିଲନାଡୁ:   ୪୩ ଘଣ୍ଟା ବିତିଲାଣି। ବୋରେଓ୍ଵଲ ଭିତରରେ ଫସିଛି ଦୁଇ ବର୍ଷର ଶିଶୁ। ତାମିଲନାଡୁ ତିରୁଚିରାପଲ୍ଲୀରେ ବୋରେଓ୍ଵଲ ଭିତରେ ଖସି ପଡ଼ିଥିବା ଶିଶୁର ଉଦ୍ଧାର ଅଭିଯାନ ଜାରି ରହିଛି। ୭୦ ଫୁଟ୍‌ ତଳେ ଫସିଛି ଶିଶୁ। ତା ନାଁ ବି. ସୁଜିତ ଓ୍ଵିଲସନ୍‌ । ଘଟଣାସ୍ଥଳରେ ଏନଡିଆରଏଫ୍‌ ସମେତ ୧୫ଟି…

ଚୋରି ହୋଇଥିବା ଶିଶୁପୁତ୍ରକୁ ଫେରି ପାଇବାକୁ ଅସହାୟ ମାଆର ଆକୁଳ ନିବେଦନ, ଉପଯୁକ୍ତ ପ୍ରମାଣ ପତ୍ର ଦେଲେ ଛୁଆକୁ ଦିଆଯିବ…

ବାଲେଶ୍ୱର(କେନ୍ୟୁଜ୍): ଚୋରି ହୋଇଥିବା ଶିଶୁପୁତ୍ରକୁ ଫେରି ପାଇବାକୁ ଅସହାୟ ମାଆର ଆକୁଳ ନିବେଦନ । ଚୋରି ଶିଶୁ ଉଦ୍ଧାର ହେବାର ୮ଦିନ ପରେ ମଧ୍ୟ ମା କୋଳକୁ ଫେରିପାରିନି। ଅକ୍ଟୋବର ୪ ତାରିଖରେ ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଗୋଧି ବସାର ସୀତା ମାରାଣ୍ଡି ଷ୍ଟେସନରେ ଶୋଇଥିବା ବେଳେ ତାଙ୍କ ୪…

ନିଜ ଜୀବନକୁ ବାଜି ଲଗାଇ ଅଷ୍ଟମ ଶ୍ରେଣୀର ଦୁଇ ପିଲା ବଞ୍ଚାଇଲେ ଛଅ ବର୍ଷ ବାଳକର ଜୀବନ

ଯାଜପୁର ରୋଡ(କେ ନ୍ୟୁଜ):ବୟସରେ ସାନ କିନ୍ତୁ କାମ ତାଙ୍କ ଅନନ୍ୟ । ନିଜ ଜୀବନକୁ ବାଜି ଲଗାଇ ମୃତ୍ୟୁ ମୁଖରୁ ବଚାଇଲେ ୬ ବର୍ଷ ଛାତ୍ରର ଜୀବନ । ପାଣିରେ ବୁଡି ଯାଉଥିବା ଛାତ୍ରକୁ ଉଦ୍ଧାର କରି ସାହାସିକତାର ପ୍ରମାଣ ଦେଇଛନ୍ତି ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର । ଏଭଳି ଘଟଣା ଘଟିଛି ଯାଜପୁର ଜିଲା…

ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତି ସିଂଙ୍କ ଘରେ କେହି ଜଣେ ନିର୍ଦ୍ଦୟ ବ୍ୟକ୍ତି ଏକ ନବଜାତ ଶିଶୁ କନ୍ୟାକୁ ଛାଡି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି। ଶିଶୁ କନ୍ୟାଟି ଜୀବିତ ଥିବା ବେଳେ ରାତିରେ ଗ୍ରାମବାସୀ ଚାଇଲ୍ଡ…

ବାପା ମାଆଙ୍କ ଦାୟିତ୍ୱହୀନତା : ବନ୍ଦ କାର୍‌ ଭିତରେ ଅଣନିଃଶ୍ୱାସୀ ହୋଇଯାଇଥିଲା ପିଲାଟି, ସମୁଦ୍ର କୂଳରୁ ଉଦ୍ଧାର କଲା…

ଜଳେଶ୍ୱର (କେ ନ୍ୟୁଜ୍‌) : ବନ୍ଦ କାର୍‌ରେ କାନ୍ଦୁଥିଲା ପିଲାଟି । ଭିତରେ ତା ଛଡ଼ା ଆଉ କେହି ନଥିଲେ । ସେ ଜୋର୍‌ରେ କାଚକୁ ବାଡ଼ାଉଥିଲା । କରଣ ତା ଭିତରେ ନିଃଶ୍ୱାସ ନେବାକୁ କଷ୍ଟ ହେଉଥିଲା । ପାଖରେ ଥିବା ଲୋକେ ଏକଥା ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ ଏବଂ ସ୍ଥାନୀୟ ପୋଲିସ୍‌ ଆସି…