ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମା ମାଡ, ୩ ଆହତ

କେନ୍ୟୁଜ୍‌(ବ୍ୟୁରୋ) : ଭୁବନେଶ୍ୱର ନୂଆ ବସଷ୍ଟାଣ୍ଡରେ କାଲି ବିଳମ୍ବିତ ରାତିରେ ହୋଇଛି ବୋମା ମାଡ । ଏଥିରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖାଇବା ପରେ ପଇସା ଦେବାକୁ ନେଇ ହୋଇଥିଲା ବଚସା । ଅଭିଯୁକ୍ତମାନେ ସେଠାରୁ ପଳାଇ ଯିବା ପରେ ପୁଣିଥରେ ଆସି ବୋମା ମାଡ କରିଥିଲେ । ଖଣ୍ଡଗିରି ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରା ଉଚରା କରୁଛି ।

You might also like