Below header

ରାଜଧାନୀରେ ଭଡାଟିଆଙ୍କ ଘରେ କଳା କନା ବୁଲାଇଲେ ଲୁଟେରା, ୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟିନେଲେ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଭଡାଟିଆଙ୍କ ଘରେ କଳା କନା ବୁଲାଇଲେ ଲୁଟେରା । ଦଶାହ କର୍ମରେ ଗାଁକୁ ଯାଇଥିବା ବେଳେ ଲୁଟ ହୋଇଥିବା ଅଭିଯୋଗ । ନଗଦ ୨୬ ହଜାର ଟଙ୍କା ସହିତ ୧୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଏଲିଡି ଟିଭି ଲୁଟି ନେଇଥିବା ଅଭିଯୋଗ ହୋଇଛି।

loot

ଘରେ କେହି ନଥିବାର ସୁଯୋଗ ନେଇ ଘରର ଚାବି ଭାଙ୍ଗି ଲୁଟ୍ କରିଥିଲେ ଲୁଟେରା । ଏଭଳି ଅଭିଯୋଗ ଆସିଛି ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆ ଅଞ୍ଚଳରୁ । ଅଭିଯୋଗ ପରେ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.