କୋଦବେରଣୀ ଜଙ୍ଗଲରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର, ସ୍ଥାନୀୟ ଲୋକଙ୍କ ଖୋର୍ଦ୍ଧା-କଳାପଥର ରାସ୍ତା ଅବରୋଧ

ବେଗୁନିଆ : ବେଗୁନିଆ ଧଳାପଥର ଫାଣ୍ଡି ନିକଟ କୋଦବେରଣୀ ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ଖୋର୍ଦ୍ଧା କଳାପଥର ରାସ୍ତାରୋକ । ଗତ ୭ତାରିଖରୁ କୋଦବେରଣୀ ଗାଁର ବିଶ୍ୱଜିତ ମହାପାତ୍ରଙ୍କ ଘରୁ ନିଖୋଜ ଥିବା ନେଇ ମା’ ଶାନ୍ତିଲତା ଧଳାପଥର ଫାଣ୍ଡିରେ ଜଣାଇଥିଲେ । ହେଲେ ତା’ର ମୃତଦେହ ଜଙ୍ଗଲ ମଧ୍ୟରେ ମିଳିଥିଲା । ଅନ୍ୟପଟେ ନାବାଳକର ମୁହଁ ପୋଡି ଯାଇଥିବାରୁ ତାଙ୍କୁ କେହି ମାରି ପକାଇଦେଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.