ଓଆରଏଚଡିସି ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ମୋକିମ

ଓଆରଏଚଡିସି ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ମୋକିମ। ଏକ ମାସର ଅନ୍ତରୀଣ ସୁରକ୍ଷା ମାଗିଲେ କଂଗ୍ରେସ ନେତା ମହମ୍ମଦ ମୋକିମ।

ଓଆରଏଚଡିସି ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ମୋକିମ। ଏକ ମାସର ଅନ୍ତରୀଣ ସୁରକ୍ଷା ମାଗିଲେ କଂଗ୍ରେସ ନେତା ମହମ୍ମଦ ମୋକିମ। ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ଓଆରଏଚଡିସି ଦୁର୍ନୀତି ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।  ଗତ ୧୦ ତାରିଖରେ ଭିଜିଲାନ୍ସ କୋର୍ଟ ରାୟକୁ କାଏମ ରଖିଥିଲେ ହାଇକୋର୍ଟ। ତେବେ ଅପିଲରେ ସୁପ୍ରିମକୋର୍ଟ ଯିବା ପାଇଁ ଏକ ମାସର ସମୟ ମାଗିଛନ୍ତି ମହମ୍ମଦ ମୋକିମ।

You might also like