ହୋଲି ପାଇଁ ବୁଧବାର ଦିନର ପ୍ରଥାମାର୍ଦ୍ଧ ବନ୍ଦ ରହିବ ମୋ ବସ ସେବା, ଜାଣନ୍ତୁ, ଟାଇମ ଟେବଲ

ହୋଲି ଅବସରରେ 'ମୋ ବସ' ତାର ଟାଇମ ଟେବଲରେ କେତେକ ପରିବର୍ତ୍ତନ ଆଣିଛି | ଆସନ୍ତାକାଲି ଦିନର ପ୍ରଥମାର୍ଦ୍ଧ ମୋ ବସ ସେବା ବନ୍ଦ ରହିବ ବୋଲି CRUT ପକ୍ଷରୁ ଏକ ଟ୍ୱିଟ ଯୋଗେ କୁହାଯାଇଛି | ତେବେ ମୋ ଇ -ରାଇଡ ସେବା ପୁରା ଦିନ ବନ୍ଦ ରହିବ ବୋଲି CRUT ପକ୍ଷରୁ କୁହାଯାଇଛି |

ଭୁବନେଶ୍ବର : ହୋଲି ଅବସରରେ ‘ମୋ ବସ’ ତାର ଟାଇମ ଟେବଲରେ କେତେକ ପରିବର୍ତ୍ତନ ଆଣିଛି | ଆସନ୍ତାକାଲି ଦିନର ପ୍ରଥମାର୍ଦ୍ଧ ମୋ ବସ ସେବା ବନ୍ଦ ରହିବ ବୋଲି CRUT ପକ୍ଷରୁ ଏକ ଟ୍ୱିଟ ଯୋଗେ କୁହାଯାଇଛି | ତେବେ ମୋ ଇ -ରାଇଡ ସେବା ପୁରା ଦିନ ବନ୍ଦ ରହିବ ବୋଲି CRUT ପକ୍ଷରୁ କୁହାଯାଇଛି |

‘ମୋ ବସ’ ଓ ‘ମୋ ଇ -ରାଇଡ’ ସେବା ପାଇଁ ୮ ମାର୍ଚ୍ଚ ର ନୂଆ ଟାଇମ ଟେବଲ CRUT ପକ୍ଷରୁ ଏକ ଟ୍ୱିଟ ଯୋଗେ ଜଣାଇ ଦିଆଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.