Below header

ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓବଦୀଙ୍କ ବର୍ବର କାଣ୍ଡ, ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ ପୁଣି ମାଓବଦୀଙ୍କ ବର୍ବର କାଣ୍ଡ। ପୋଙ୍ଗାଭେଜି ପଞ୍ଚାୟତ ର ସରପଞ୍ଚ ଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ। ମୃତ ସରପଞ୍ଚ ଙ୍କ ନାଁ ପୁନେମ୍ ସନ୍ତ୍ରା। କିଛି ସମୟ ପୂର୍ବରୁ ରାବଡିପାରା ଜଙ୍ଗଲ ରେ ସରପଞ୍ଚ ଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।

ମାଲକାନଗିରି(କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ ପୁଣି ମାଓବଦୀଙ୍କ ବର୍ବର କାଣ୍ଡ। ପୋଙ୍ଗାଭେଜି ପଞ୍ଚାୟତ ର ସରପଞ୍ଚ ଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ। ମୃତ ସରପଞ୍ଚ ଙ୍କ ନାଁ ପୁନେମ୍ ସନ୍ତ୍ରା। କିଛି ସମୟ ପୂର୍ବରୁ ରାବଡିପାରା ଜଙ୍ଗଲ ରେ ସରପଞ୍ଚ ଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.