Below header

ଅନୁଗୁଳ ବନ୍ତଳା ଛକ ନିକଟରେ ଥିବା ଏକ ଦୋକାନରେ ମୋବାଇଲ୍ ଫାଟି ଯୁବକ ଆହତ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ବନ୍ତଳା ଛକ ନିକଟରେ ଅଘଟଣ । ମିଠା ଦୋକାନରେ ଚାର୍ଜ ବସିଥିବା ବେଳେ ହଠାତ୍ REDMI 4A ମୋବାଇଲ୍ ଫାଟି ଯାଇଥିଲା । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଯୁବକ ଜଣଙ୍କ ନାମ ପ୍ରତାପ ସାହୁ । ତାଙ୍କ ଘର ବନ୍ତଳା ଅଂଚଳରେ । ପ୍ରତାପଙ୍କ ଜଙ୍ଘରେ ଶକ୍ତ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.