Browsing Tag

mobile blast

ରାତିରେ ଘରେ ମୋବାଇଲ ଚାର୍ଜ ବସାଉଥିବାବେଳେ ରୁହନ୍ତୁ ସତର୍କ

ଚାନ୍ଦବାଲି (କେନ୍ୟୁଜ) : ମୋବାଇଲଧାରୀ ସାବଧାନ୍‌ । ରାତିରେ ଘରେ ଚାର୍ଜ ବସାଉଥିବାବେଳେ ରୁହନ୍ତୁ ସତର୍କ । ନଚେତ ଆପଣଙ୍କ ଆଜ୍ଞାତରେ ଢ଼ୋ କି ଫାଟିବ ମୋବାଇଲ । ଆପଣଙ୍କ ଫୋନ୍‌ ସାଜିପାରେ ଆପଣଙ୍କ ମୃତ୍ୟୁର କାରଣ । ନିମିଷକେ ମଧ୍ୟରେ ନେଇପାରେ ଆପଣଙ୍କ ସପରିବାରର ଜୀବନ । ଆପଣ ଯଦି ମୋବାଇଲ…

ବିମାନରେ ଫାଟିଲା ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌, ଉଦୟପୁରରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

Air India ବିମାନରେ ଫାଟିଲା ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌। ଏଥିଯୋଗୁ ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଫଳରେ ବିମାନର ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା। ଘଟଣା ରାଜସ୍ଥାନର ଉଦୟପୁରରୁ ଆସିଛି। ବିମାନଟି ଉଦୟପୁରରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରୁଥିଲା।…

ସାବଧାନ ଅଭିଭାବକ ! ପିଲାଙ୍କୁ ବେଶୀ ସମୟ ଦିଅନ୍ତୁ ନାହିଁ ମୋବାଇଲ, ଗେମ୍ ଖେଳିଲେ ଫାଟୁଛି ମୋବାଇଲ

ଦେବଗଡ଼(କେନ୍ୟୁଜ୍):ସାବଧାନ ଅଭିଭାବକ। ପିଲାଙ୍କୁ ବହୁତ ସମୟରେ ଧରି ମୋବାଇଲ ଦେଉଥିଲେ ସଚେତନ ରୁହନ୍ତୁ। ଅନେକ ଫୋନ  ଏବେ ସରୁକ୍ଷିତ ନୁହେଁ । ବହୁତ ସମୟ ଧରି ଫୋନରେ ଖେଳିଲେ ଏଗୁଡିକ ବ୍ଲାଷ୍ଟ ହେବାର ସମ୍ଭାବନା ରହୁଛି। ଏଭଳି ଏକ ଘଟଣା ଦୁଇ ଦିନ ତଳେ କାମାକ୍ଷାନଗରରେ ଘଟିଥିବା ବେଳେ ଆଜି…

ଚାର୍ଜିଂ ଲଗାଇ ମୋବାଇଲ ଗେମ ଖେଳିବା ହେଲା କାଳ, ବ୍ଲାଷ୍ଟ ହେବାରୁ ନାବାଳକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ୍):  ମୋବାଇଲକୁ ଚାର୍ଜରେ ଲଗାଇ ଗେମ ଖେଳିବା ହେଲା କାଳ।ମୋବାଇଲ ଫାଟି ନାବାଳକ ଗୁରୁତର।ଗୁରତର ନାବାଳକ ହେଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ସଞ୍ଜୟ ଦେହୁରୀଙ୍କ ପୁଅ । ସେ ମୋବାଇଲକୁ ଚାର୍ଜ ଲଗାଇ ଦିର୍ଘ ସମୟ ଯାଏଁ ଗେମ ଖେଳିବାରେ…

ସାମସଙ୍ଗ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ! ଫାଟିଲା ଗ୍ୟାଲେକ୍ସି A20e

ସାମସଙ୍ଗ୍‌ ମୋବାଇଲ ଫୋନ୍‌ ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ପୂର୍ବରୁ ସାମ୍‌ସଙ୍ଗର ଗ୍ୟାଲାକ୍ସି ନୋଟ୍‌ ୭ ଫୋନ୍‌ ବ୍ଲାଷ୍ଟ ହୋଇଥିଲା। ଏହି ଘଟଣା ପରେ କମ୍ପାନୀ ପ୍ରଡକ୍ସନ୍‌ ବନ୍ଦ କରିଦେଇଥିଲା। କିନ୍ତୁ ଏବେ ପୁଣିଥରେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। କାର୍ଲିଫର୍ଣ୍ଣିଆରେ…

ମୋବଇଲ ବ୍ୟାଟେରୀ ସହ ପେନ୍‌ସିଲ୍‌ ବ୍ୟାଟେରୀରୁ ବିଦ୍ୟୁତ୍‌ ବଲ୍‌ବ ସଂଯୋଗ ସମୟରେ ବିସ୍ଫୋରଣ, ନାବାଳକ ଗୁରୁତର

ବାଲିଗୁଡ଼ା : ମୋବଇଲ ବ୍ୟାଟେରୀ ସହ ପେନ୍‌ସିଲ୍‌ ବ୍ୟାଟେରୀରୁ ବିଦ୍ୟୁତ୍‌ ବଲ୍‌ବ ସଂଯୋଗ ସମୟରେ ଅଘଟଣ। ମୋବଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ଆହତ ହୋଇଛି। ତାଙ୍କ ହାତ ଆଙ୍ଗୁଠି ଛିଡି ଯାଇଛି। ଗୁରୁତର ଅବସ୍ଥାରେ ବାଳକ ଜଣକୁ ପ୍ରଥମେ ସୁବର୍ଣ୍ଣଗିରି ଓ ପରେ ବାଲିଗୁଡ଼ା ମେଡିକାଲରେ…

ପାରାଦୀପ: ଚାର୍ଜରେ ବସିଥିବା ସମୟରେ ଫାଟିଲା ଫୋନ୍‌, ଶୋଇଥିବାବେଳେ ଚାଲିଗଲା ଜଣଙ୍କ ଜୀବନ

ପାରାଦୀପ: ମୋବାଇଲ୍‌ ନେଲା ଜୀବନ। ଫୋନ୍‌ ଫାଟି ଜଣେ ମୃତ। ପାରାଦୀପ ଲକ୍‌ପଡାରେ ଏହି ଅଘଟଣ ଘଟିଛି। ମୃତକ ଲେମ୍ବାଗୁଡ଼ା ଗାଁର କୁନା ପ୍ରଧାନ। ପାରାଦୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଭିତରେ ଏହି ଅଘଟଣ ଘଟିଛି। ମନ୍ଦିର ତିଆରି କରିବା ପାଇଁ ନୟାଗଡ଼ରୁ କିଛି କାରିଗର ଆସି କାର୍ଯ୍ୟାଳୟ…

ଫାଟୁଛି  ମୋବାଇଲ, ଅସାବଧାନ ହେଲେ ଯାଉଛି ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଫାଟିଲା ଚାର୍ଜିଂରେ ବସିଥିବା ମୋବାଇଲ।  ଚାଲିଗଲା ଯୁବକଙ୍କ  ଜୀବନ। ଘଟଣା ଘଟିଛି ଉତ୍ତରପ୍ରଦେଶର ବିଜନୈର ଜିଲ୍ଲାରେ। ସୂଚନା ମୁତାବକ ଆଜି ଜଣେ ଯୁବକ ନିଜ ମୋବାଇଲକୁ  ଚାର୍ଜିଂରେ  ବସାଇଥିଲେ। ଚାର୍ଜିଂରେ  ବସାଇବାବେଳେ ଘରର ବିଦ୍ୟୁତ ନଥିଲା। ଯେତେବେଳେ ବିଦ୍ୟୁତ…

ଅନୁଗୁଳ ବନ୍ତଳା ଛକ ନିକଟରେ ଥିବା ଏକ ଦୋକାନରେ ମୋବାଇଲ୍ ଫାଟି ଯୁବକ ଆହତ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ବନ୍ତଳା ଛକ ନିକଟରେ ଅଘଟଣ । ମିଠା ଦୋକାନରେ ଚାର୍ଜ ବସିଥିବା ବେଳେ ହଠାତ୍ REDMI 4A ମୋବାଇଲ୍ ଫାଟି ଯାଇଥିଲା । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଯୁବକ ଜଣଙ୍କ ନାମ ପ୍ରତାପ ସାହୁ । ତାଙ୍କ ଘର ବନ୍ତଳା ଅଂଚଳରେ । ପ୍ରତାପଙ୍କ ଜଙ୍ଘରେ ଶକ୍ତ ଆଘାତ…