କନ୍ଧମାଳ, ମୋମୋ କଲ ଉଡାଉଛି ନିଦ

କନ୍ଧମାଳ (କେନ୍ୟୁଜ୍) : ଦାରିଙ୍ଗିବାଡ଼ି ଅଞ୍ଚଳରେ ମୋମୋ ଆତଙ୍କ । ଅଞ୍ଚଳର ଅନେକ ଲୋକଙ୍କ ମୋବାଇଲକୁ ମୋମୋ କଲ ଆସିଥିବା ଲୋକେ କହିଛନ୍ତି । ଦାରିଙ୍ଗବାଡି ଥାନା କୁରିକୁଟୀର ପଟାଙ୍ଗୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ମୋବାଇଲକୁ ମୋମୋ କଲ ଆସୁଥିବାର ସେ କହିଛନ୍ତି । ଏନେଇ ସେ ଦାରିଙ୍ଗବାଡି ଥାନା ଅଧିକାରୀଙ୍କୁ ଜଣାଇଥିଲେ । ପରେ ଆଇଆଇସି ଏହି କଲ ନଉଠାଇବାକୁ ପରାମର୍ଶ ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭିତ ଅଛନ୍ତି । ମୋମୋ କଲକୁ ନେଇ ଦାରିଙ୍ଗବାଡି ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.