ଏବେ ସୁଦ୍ଧା ୬ ଜିଲ୍ଲାକୁ ଛୁଇଁଛି ମୌସୁମୀ, ଆଗାମୀ ୩ ଦିନ ମଧ୍ୟରେ ସାରା ରାଜ୍ୟକୁ ଛୁଇଁବା ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):  ୩ଦିନ ହେଲାଣି ଅଗ୍ରସର ହେଉନି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ତିନି ଦିନ ହେଲାଣି ହେଲେ ମୌସୁମୀ ଆଗକୁ ଅଗ୍ରସର ହେଉନି ।ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଛୁଇଁବ ମୌସୁମୀ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ବର୍ଷା ପାଇଁ ୨୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି । ଆଜି ଭିଜିପାରେ ରାଜଧାନୀ । ଜୁନ୍‌ରୁ ଏପର୍ଯ୍ୟନ୍ତ ତିନିଟି ଜିଲ୍ଲା ଗଜପତି, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ । ସେହିଭଳି ୧୩ଟି ଜିଲ୍ଲାରେ ଖୁବ୍‌ କମ୍‌ ବର୍ଷା ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.