ବଜାରରେ ପ୍ରବଳ ଭିଡ, ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫ ଲକ୍ଷ ୫୨ ହଜାରରୁ ଅଧିକ ଫାଇନ ଆଦାୟ

ଭୁବନେଶ୍ୱର (କେନ୍ୟୁଜ) : ସାବିତ୍ରୀ ବ୍ରତ ପାଇଁ ବଜାରରେ ଭିଡ । କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ। ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫ ଲକ୍ଷ ୫୨ ହଜାରରୁ ଅଧିକ ଫାଇନ ଆଦାୟ ହୋଇଛି । ୩୧୪ଟି ଗାଡି ସିଜ୍‌ କରାଯାଇଥିବାବେଳେ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ୭ଟି ମାମଲା ରୁଜୁ ହୋଇଛି। କୋଭିଡ କଟକଣା ନମାନି ବଜାରରେ ଭିଡ ଜମାଇଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.