Below header

ଜିଏସଟି ଫାଙ୍କିବା ପଡିଲା ମହଙ୍ଗା: ଟ୍ରକକୁ ୫ଲକ୍ଷ ୩୫ ହଜାର ୨ଶହ ୨୮ଟଙ୍କା ଜରିମାନା

କଳାହାଣ୍ଡି: ଟ୍ରକକୁ ୫ଲକ୍ଷ ୩୫ ହଜାର ୨ଶହ ୨୮ଟଙ୍କା ଜରିମାନା । ଜିଏସଟି ଫାଙ୍କିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି । କଳାହାଣ୍ଡି ଜୁନାଗଡ ନିକଟ ମଥୁରା ଗାଁ ନିକଟରେ ଜିଏସଟି ଫାଙ୍କି ପଳାଇଯାଉଥିବା ବେଳେ ଭବାନୀପାଟଣା ଏନଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ ଚଢଉ କରାଯାଇଛି ।

ଗାଡିରୁ ୭୫ କୁଇଣ୍ଟାଲର କେନ୍ଦୁପତ୍ର ଜବତ ହୋଇଛି । ଜବତ କେନ୍ଦୁପତ୍ରର ମୂଲ୍ୟ ୧୮ ଲକ୍ଷ ୪୨ ହଜାର ଟଙ୍କା ହେବ । ଟ୍ରକଟି ବିଜମରାରୁ କୋଲକାତାଯାଉଥିବା ବେଳେ ଧରାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.