Below header

ରାୟଗଡା: ଜେକେପୁରର ଏସ୍‌ପିଟି କଲୋନୀରେ ଝୁଲନ୍ତା ଅବସ୍ଥାରେ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର

ରାୟଗଡା(କେନ୍ୟୁଜ୍):   ରାୟଗଡା ଚାନ୍ଦିଲି ଥାନା ଜେକେପୁରର ଏସ୍‌ପିଟି କଲୋନୀରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୬ ମାସ ଭିତରେ ସ୍ୱାମୀ ଓ ଶ୍ୱଶୁର ମୃତ୍ୟୁବରଣ କରିଥିଲେ ।

ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଥିବା ନେଇ ମାନସିକ ଚାପରେ ଥିଲେ ମହିଳା । ତେଣୁ ଘରର ଅଭାବ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.