Below header

ପୁଣି ପ୍ରଧାନମନ୍ତ୍ରୀ କଲେ ଓଡିଶାର ପ୍ରଶଂସା, ଫନି ମୁକାବିଲାକୁ ନେଇ କହିଲେ କଥା

ଫନି ମୁକାବିଲାକୁ ନେଇ ଓଡ଼ିଶା ସରକାରଙ୍କ ପ୍ରଶଂସା କରିଛନ୍ତି ମୋଦି। ଏଥର ବିଦେଶ ମାଟିରେ ଏହି କଥା ଉଠାଇଛନ୍ତି। ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି କୋବ୍ଠାରେ ଏକ ସଭାରେ ଯୋଗ ଦେଇ ଭାରତର ମହାକାଶ ବିଜ୍ଞାନରେ ସଫଳତା କଥା କହିଥିଲେ। କିପରି ମହାକାଶ ବିଜ୍ଞାନ ଓ ସରକାରଙ୍କ ଉଦ୍ୟମ ଯୋଗୁଁ ଫନିର ସଫଳ ମୁକାବିଲା କରାଗଲା ତାହା ସେ ବର୍ଣ୍ଣନା କରିଥିଲେ। ଓଡ଼ିଶା ସରକାରଙ୍କ ଫନି ମୁକାବିଲାକୁ ନେଇ ସାରା ବିଶ୍ୱ ପ୍ରଶଂସା କରୁଥିବା ମୋଦି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.