ଅଯୋଧ୍ୟାରେ ରାୟ ପୂର୍ବରୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅଯୋଧ୍ୟାରେ ରାୟ ପୂର୍ବରୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋର୍ଟଙ୍କ ରାୟକୁ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇ ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି। ଅଯୋଧ୍ୟାରେ ଭାଇଚାରା ବଜାୟ ରଖିବାକୁ ସେ କହିଛନ୍ତି ।

Leave A Reply

Your email address will not be published.