ଭଉଣୀର ଶେଷକୃତ୍ୟ ସାରି ଦିଲ୍ଲୀରୁ ଭୁବନେଶ୍ବର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗତକାଲି ନୂଆଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ପୁ ଅ ଆଦିତ୍ୟ ମେହଟ୍ଟା ମୁଖାଗ୍ନି ଦେଇଥିଲେ ।

ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସାରି ଆଜି ଦିଲ୍ଲୀରୁ ଭୁବନେଶ୍ବର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଶନିବାର ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ପ୍ରଖ୍ୟାତ ସାହିତ୍ୟିକା ଗୀତା ମେହେଟ୍ଟା । ଗତକାଲି ନୂଆଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ପୁ ଅ ଆଦିତ୍ୟ ମେହଟ୍ଟା ମୁଖାଗ୍ନି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଭାଇ ପ୍ରେମ ପଟ୍ଟନାୟକ ଏବଂ ଅନ୍ୟ ସମ୍ପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.