Below header

ବିଧାନସଭା ସାମ୍ନାରେ ପୁଣି ଥରେ ହାଇ ଡ୍ରାମା, ଦେହରେ କିରାସିନି ଢାଳି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର(କେ ନ୍ୟୁଜ): ବିଧାନ ସଭା ସାମ୍ନାରେ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ କିରୋସିନି ଢାଳି ଆତ୍ମାହୁତି ଦେବାକୁ ଚେଷ୍ଟା କରୁଥିଲେ ନୟାଗଡର ଏହି ଦମ୍ପତ୍ତି । ଘଟଣାସ୍ଥଳରେ ପୋଲିସ  ପହଂଚି ଦୁହିଁଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । କିନ୍ତୁ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.