NCRB ପକ୍ଷରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର: ଓଡ଼ିଶା ପୋଲିସର ଅପରାଧ ଓ ଅପରାଧୀ ଟ୍ରାକିଂ ସିଷ୍ଟମକୁ ମିଳିଲା ପ୍ରଥମ ସ୍ଥାନ

କେନ୍ୟୁଜ୍(ବ୍ୟୁରୋ):  ICJS ପ୍ରକଳ୍ପ କାର୍ଯ୍ୟକାରୀତାରେ ଓଡ଼ିଶା ପ୍ରଥମ । ଏଥିପାଇଁ NCRB ପକ୍ଷରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର ମିଳିଛି । ଓଡ଼ିଶା ପୋଲିସର CCTNS ବା ଅପରାଧ ଓ ଅପରାଧୀ ଟ୍ରାକିଂ ସିଷ୍ଟମକୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି ।

ଛତିଶଗଡ଼ ଓ ୟୁପି ମିଳିତ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ଏଥିପାଇଁ SCRB ଓ SFSLକୁ ଅଭିନନ୍ଦନ ଜଣାଇଛନ୍ତି ପୋଲିସ ଡିଜି ଅଭୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.