Below header

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କଲା ନ୍ୟୁ ଇଣ୍ଡିଆ ଆସ୍ୟୁରାନସ

କେନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କଲା ନ୍ୟୁ ଇଣ୍ଡିଆ ଆସ୍ୟୁରାନସ । ଏହାସହ ଅଲ ଇଣ୍ଡିଆ ୟୁନିୟନ ବ୍ୟାଙ୍କ ଅଫିସର୍ସ ଫେଡେରେସନ ପକ୍ଷରୁ ୩ ଲକ୍ଷ ୬୦ ହଜାର ଓ ଅଲ ଇଣ୍ଡିଆ ଗ୍ୟାସ ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ୨ ଲକ୍ଷ ୫୫ ହଜାର ଟଙ୍କା, ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦର କର୍ମଚାରଙ୍କ ପକ୍ଷରୁ ୨ ଲକ୍ଷ ୩୭ ହଜାର ପ୍ରଦାନ କରାଯାଇଛି । ସେହିପରି ଘାନାରେ ଥିବା ଭାରତୀୟ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୬ ହଜାର ଟଙ୍କା ପ୍ରଦାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.