ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତି,ଫୁଲ ଦୋକାନରେ ଜମୁଛି ଲୋକଙ୍କ ଗହଳି

କିଛି ଘଣ୍ଟାର ଅପେକ୍ଷା । ପୁରୁଣା ବର୍ଷକୁ ବିଦାୟ ଦେବେ, ନୂଆ ବର୍ଷକୁ ସ୍ୱାଗତ କରିବେ ସମସ୍ତେ । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଲୋକଙ୍କ ମଧ୍ୟରେ ନୂଆବର୍ଷକୁ ନେଇ ବେଶ୍ ଉତ୍ସାହ । କିପରି ନୂଆବର୍ଷକୁ ପାଳିବେ ସେନେଇ ସମସ୍ତେ ପ୍ଲାନିଂ ମଧ୍ୟ କରିଛନ୍ତି । ନୂଆ ବର୍ଷ ପାଇଁ ଫୁଲ ବଜାରରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.