ଯାଜପୁର କଚେରୀ ଗାଁରେ ପହଞ୍ଚିଲା ଓଡ଼ିଆ ସହିଦ ଯବାନ ପ୍ରବୀର ନାୟକଙ୍କ ମରଶରୀର, ଶେକାକୁଳ ହେଲା ଗାଁ

ଯାଜପୁର ଟାଉନ : ଯାଜପୁର କଚେରୀ ଗାଁରେ ପହଞ୍ଚିଲା ଓଡ଼ିଆ ସହିଦ ଯବାନ ପ୍ରବୀର ନାୟକଙ୍କ ମରଶରୀର । ପ୍ରବୀର ଆସାମ ରାଇଫଲର 8th ବାଟାଲିଅନରେ ଗନମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ପ୍ରବୀର ମିଜୋରାମର ସରଚିପ ଜିଲ୍ଲାରେ ଚୀନ ସୀମାରେ ପ୍ରହରା ଦେଉଥିବା ସମୟରେ ଅତ୍ୟଧିକ ଥଣ୍ଡା ହେତୁ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା । ଫଳରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।ଗତ ରବିବାର ଦିନ ଏହି ଘଟଣା ଘଟିଥିଲା । ମରଶରୀର ପହଞ୍ଚିବା ପରେ ଜନ୍ମମାଟିରେ ଗ୍ରାମବାସୀ ଓ ଜିଲାପ୍ରଶାସନ ପକ୍ଷରୁ ଶେଷ ସ୍ନମାନ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.