ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ, ୮ରେ ଆସିବ କାମଚଳା ବଜେଟ୍

ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ। ଫେବ୍ରୁଆରୀ ୮ରେ ଆସିବ କାମଚଳା ବଜେଟ୍। ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଭୁବନେଶ୍ୱର : ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ। ଫେବ୍ରୁଆରୀ ୮ରେ ଆସିବ କାମଚଳା ବଜେଟ୍। ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। କାମଚଳା ବଜେଟ ଅଧିବେଶନ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିନ ଅଭିଭାଷଣ ରଖିବେ ରାଜ୍ୟପାଳ। ଏହି ଅଧିବେଶନରେ ରହିଛି ମୋଟ ୭ଟି କାର୍ଯ୍ୟଦିବସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.