ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ

ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ୍‌ SOG ମଧ୍ୟ ରହିବେ । ରୁଫ୍‌ ଟପ୍‌ ସିକ୍ୟୁରିଟି ରହିବ । କ୍ୱିକ୍‌ ରିଆକ୍ସନ ଟିମ ମୁତୟନ ରହିବେ । ଡଗ୍‌ ସ୍କ୍ଵାଡ, ବୋମା ନିଷ୍କ୍ରିୟ ଦଳ ମଧ୍ୟ ମୁତୟନ ରହିବେ ।

 ଭୁବନେଶ୍ୱର(କେନ୍ୟୁଜ୍‌) :  ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ୍‌ SOG ମଧ୍ୟ ରହିବେ । ରୁଫ୍‌ ଟପ୍‌ ସିକ୍ୟୁରିଟି ରହିବ । କ୍ୱିକ୍‌ ରିଆକ୍ସନ ଟିମ ମୁତୟନ ରହିବେ । ଡଗ୍‌ ସ୍କ୍ଵାଡ, ବୋମା ନିଷ୍କ୍ରିୟ ଦଳ ମଧ୍ୟ ମୁତୟନ ରହିବେ । ବିଧାନସଭା ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ ।

ବିଧାନସଭାରେ କିପରି ବିରୋଧୀ ଶାସକ ଦଳକୁ ଘେରିବେ ଏବଂ ଶାସକ ଦଳ କିପରି ବିରୋଧୀଙ୍କୁ ମୁକାବିଲା କରିବ ସେନେଇ ରଣନୀତି ପ୍ରସ୍ତୁତ ଚାଲିଛି। ଏଥରର ବଜେଟ୍ ଅଧିବେଶନ ଚଳାଇବା ଏତେ ସହଜ ହେବନି। ବିଭିନ୍ନ ପ୍ରସଙ୍ଗକୁ ନେଇ ଏଥର ବିଧାନସଭାରେ ଝଡ ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.