Browsing Tag

odisha assembly session

ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ: ଆଜି ଗୃହ ସ୍ୱାଭାବିକ ହେବ ନା ହଟ୍ଟଗୋଳ ..ରହିଛି ସମସ୍ତଙ୍କ ନଜର

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି ଦ୍ବିତୀୟ ଦିନ। ଆଜି ଗୃହ ସ୍ୱାଭାବିକ ହେବ ନା ପୁଣି ଅଚଳାବସ୍ଥା ସୃଷ୍ଟି ହେବ। ଗତକାଲି ପ୍ରଥମ ଦିନରେ ଗୃହ ସ୍ବାଭାବିକ ଚାଲିପାରିନାହିଁ । ଛାତ୍ର ସଂସଦ ନିର୍ବାଚନ ଦାବିରେ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରି ଗୃହକୁ ଅଚଳ…

ଆଜିଠାରୁ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ, ପୁଣି ମୁହାଁମୁହିଁ ହେବେ ଶାସକ-ବିରୋଧୀ

ଭୁବନେଶ୍ଵର: ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ।  ପୁଣି ମୁହାଁମୁହିଁ ହେବେ ଶାସକ-ବିରୋଧୀ ।  ସରକାରଙ୍କୁ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସୁଭଦ୍ରା ଯୋଜନା,ମହାନଦୀ ଟ୍ରିବ୍ୟୁନାଲରେ ଅଧ୍ୟକ୍ଷ ପଦବୀ, ଏଏସଓ ଅଧିକାରୀଙ୍କୁ ଆକ୍ରମଣ…

ପାଠ ପଢିବେ ବିଧାନସଭାର ନବ ନିର୍ବାଚିତ ବିଧାୟକ

ଭୁବନେଶ୍ୱର : ନୂଆ ବିଧାୟକ ପଢିବେ ପାଠ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ସେମାନଙ୍କୁ ପାଠ ପଢ଼ାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ…

ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ, ଗୃହରେ ଜାରି ରହିପାରେ ସ୍ବାଧୀକାର ଝଡ

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ । ଅଧିବେଶନର ସପ୍ତମ ଦିନରେ ବିଧାନସଭା ସ୍ବାଭାବିକ ହେବ ଅନୁମାନ କରାଯାଉଛି ।  ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ,ଜଙ୍ଗଲ ପରିବେଶ ଏବଂ ଜଳବାୟୁପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ,ଶ୍ରମ ଓ କର୍ମଚାରୀଙ୍କ…

ତୃତୀୟ ଦିନରେ ବି କମ୍ପିବ ବିଧାନସଭା ! ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ

ଭୁବନେଶ୍ୱର: ଆଜି ବି କମ୍ପିବ ବିଧାନସଭା । ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ । ଅଧିବେଶନର ତୃତୀୟ ଦିନରେ ନବୀନଙ୍କ ଗିରଫ ଦାବିକୁ ଜୋରଦାର ବିରୋଧ କରିବ ବିଜେଡି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗିରଫ ଦାବି କରିବା ପରେ ତେଜୁଛି ରାଜନୀତି । ମୁକେଶ ମହାଲିଙ୍ଗଙ୍କ ଯୁକ୍ତି…

ଆସନ୍ତା ୨୨ରୁ ବିଧାନସଭାର ପ୍ରଥମ ଅଧିବେଶନ, ୨୫ରେ ହେବ ଗୃହରେ ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ୨୪ରେ ଉପ ବାଚସ୍ପତି ପାଇଁ ନିର୍ବାଚନ ହେବ । ୨୫ରେ ଗୃହରେ ବଜେଟ୍ ଉପସ୍ଥାପନ ହେବ । ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ନୂଆ ସରକାରଙ୍କର ଏହା ହେବ ପ୍ରଥମ ବଜେଟ। ଅର୍ଥ ବିଭାଗ ଦାୟିତ୍ବରେ…

ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ, ୮ରେ ଆସିବ କାମଚଳା ବଜେଟ୍

ଭୁବନେଶ୍ୱର (କେନ୍ୟୁଜ): ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ । ଫେବ୍ରୁଆରୀ ୮ରେ ଆସିବ କାମଚଳା ବଜେଟ୍ । ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କାମଚଳା ବଜେଟ ଅଧିବେଶନ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମ ଦିନ ଅଭିଭାଷଣ ରଖିବେ ରାଜ୍ୟପାଳ । ଏହି…

ଆଜିଠୁ କମ୍ପିବ ବିଧାନସଭା, ଆସନ୍ତା ୨୪ରେ ଆସିବ ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଇନଶୃଙ୍ଖଳା, ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ତୟାର ।…

ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ

 ଭୁବନେଶ୍ୱର(କେନ୍ୟୁଜ୍‌) :  ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ୍‌ SOG ମଧ୍ୟ ରହିବେ । ରୁଫ୍‌ ଟପ୍‌ ସିକ୍ୟୁରିଟି ରହିବ । କ୍ୱିକ୍‌ ରିଆକ୍ସନ ଟିମ…

ପ୍ରଥମେ ୧୧ଟା ୩୦ ଓ ପରେ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ, ବିରୋଧୀ ଓ ଶାସକ ଦଳର ଜୋରଦାର ହଙ୍ଗାମା

ଭୁବନେଶ୍ୱର(କେନ୍ୟୁଜ୍): ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ଚାଲିପାରୁନି ଗୃହକାର୍ଯ୍ୟ। ବାରମ୍ବାର ଗୃହ ମୁଲତବୀ। ଚାଷୀ ସମସ୍ୟା ନେଇ ଆରମ୍ଭରୁ ହୋହଲ୍ଲା । ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳର ଜୋରଦାର ହଙ୍ଗାମା। ଫସଲ ବୀମା , ଇନପୁଟ ସବସିଡି ଓ ମଣ୍ଡି ଅବ୍ୟବସ୍ଥା ଯୋଜନା ପ୍ରସଙ୍ଗ…

ଖୁବଶୀଘ୍ର ବିଧାନସଭା ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍):ଖୁବଶୀଘ୍ର ବିଧାନସଭା ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ। ପୂର୍ବରୁ କୋଭିଡ କଟକଣା ଭିତରେ ବସୁଥିଲା ଅଧିବେଶନ। ଏବେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ। ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି…

ଆସନ୍ତା ୨୪ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୨୫ ତାରିଖ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସପ୍ଲିମେଣ୍ଟାରି ବଜେଟ ଉପସ୍ଥାପନ ହେବ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥର…