Below header
Browsing Tag

odisha assembly session

ବିଧାନସଭା ମୌସୁମୀ ଅଧିବେଶନର ଆଜି ସପ୍ତମ ଦିବସ, ଗୃହରେ ମୁଖ୍ୟତ ୫ଟି ବିଲ୍‌ ଉପରେ ଆଲୋଚନା ଓ ପାରିତ ହେବାର ରହିଛି…

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିବସ । ଆଜି ମୁଖ୍ୟତ ଗୃହରେ ୫ଟି ବିଲ୍‌ ଉପରେ ଆଲୋଚନା ଓ ପାରିତ ହେବାର ସମ୍ଭାବନା ରହିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦ ଉପରେ ଆଲୋଚନା ହେବାର ରହିଛି । ସେହିଭଳି ଓଡ଼ିଶା ଆଡ୍‌ଭୋକେଟ୍‌ ୱେଲ୍‌ଫେୟାର ଫଣ୍ଡ୍‌ ସଂଶୋଧନ…

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ: କୃଷି, କୃଷକର ସମସ୍ୟା ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ…

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ । ଗତକାଲି ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଆଜି ସକାଳ ସାଢେ ୧୦ଟା ଯାଏ ମୁଲତବୀ କରାଯାଇଥିଲା । ଆଜି କୃଷି ଓ କୃଷକର ସମସ୍ୟା ପ୍ରତି ସରକାର ଉଦାସିନ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ…

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସ୍ୱଳ୍ପ ଅଧିବେଶନ ହୋଇଥିଲେ ବି ବିରୋଧୀଙ୍କ ହାତରେ ରହିଛି ପ୍ରସଙ୍ଗର ଲମ୍ବା ତାଲିକା । ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ହୋଇଛି । ବିରୋଧୀ ଅଭିଯୋଗ କରୁଛନ୍ତି କୋଭିଡ୍‌…

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଏଥର ସରଗରମ ହେବ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ । ବିଜୁଳି ଦର ବୃଦ୍ଧି, ବନ୍ୟା, ବଗଲା ଧର୍ମଶାଳା ଜମିି, କୋଭିଡ୍‌ ୧୯ ପରିଚାଳନା ଆଦି ପ୍ରସଙ୍ଗକୁ ନେଇ…

ବିଧାନସଭା ବୈଠକ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ବିଧାନସଭା ବୈଠକ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ଏହାସହ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀଙ୍କର ହେବ କରୋନା ଟେଷ୍ଟ।…

ଆସନ୍ତା ୨୫ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବିଧାନସଭା ସୁରୁଖୁରୁରେ ଚାଲିବା ନେଇ…

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ। ଏହାସହ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା…

ବିଧାନସଭା ଅଧିବେଶନ ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର: ସମସ୍ତ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା । ଆରଟିପିସିଆର ମାଧ୍ୟମରେ ହେବ ପରୀକ୍ଷା। ବିଧାନସଭା ଅଧିବେଶନ ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ ଏହି କୋଭିଡ ପରୀକ୍ଷା ହେବ। ନେଗେଟିଭ ଆସିଲେ ବିଧାନସଭା ଅଧିବେଶନରେ ଯୋଗ ଦେବେ । ୫ ଦିନ ପରେ ପୁଣିଥରେ ଟେଷ୍ଟ କରାଯିବ। ବିଧାନସଭାରେ…

ଆଜି ବିଧାନସଭା ଆରମ୍ଭରୁ ହୋହଲ୍ଲା, ଗୃହକାର୍ଯ୍ୟ ସ୍ୱାଭାବିକ ହେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭରୁ ହୋହଲ୍ଲା। ମଣ୍ଡିରେ ଧାନ ବିକ୍ରି ନହେବା ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ମୋହନ ମାଝି କହିଛନ୍ତି ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ…

ଆଜି ସୁରୁଖୁରୁରେ ଚାଲିଛି ବିଧାନସଭା ଅଧିବେଶନ, ପ୍ରଶ୍ନକାଳରେ ଜଙ୍ଗଲ ଓ ପରିବେଶ ବିଭାଗ ସଂପର୍କିତ ପ୍ରଶ୍ନରେ ଉତ୍ତର…

ଭୁବନେଶ୍ବର: ଆଜି ସୁରୁଖୁରୁରେ ଚାଲିଛି ବିଧାନସଭା ଅଧିବେଶନ । ସଂଧ୍ୟାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌ । ଏହାପୂର୍ବରୁ ପ୍ରଶ୍ନକାଳରେ ଜଙ୍ଗଲ ଓ ପରିବେଶ ବିଭାଗ ସଂପର୍କିତ ପ୍ରଶ୍ନରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଥିଲେ । ସବୁଜ ମହାନଦୀ ମିଶନରେ ୨୦୨୦-୨୧ ଆର୍ଥିକବର୍ଷରେ ବନୀକରଣ…

ଧାନକିଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ

ଭୁବନେଶ୍ବର(କେନ୍ୟୁଜ୍): ଧାନକିଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ୨୦୧୮ରେ ବରଗଡ଼ରେ ଧାନକିଣାରେ ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ। ଏହାସହ ଧାନକିଣାରେ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲେ। ସ୍ୱଚ୍ଛତା…

ବିଧାନସଭା ପ୍ରଶ୍ନକାଳରେ 5Tକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

ଭୁବନେଶ୍ବର: ବିଧାନସଭା ପ୍ରଶ୍ନକାଳରେ 5Tକୁ ପ୍ରଶଂସା। ଏହି ବ୍ୟବସ୍ଥା ଲାଗୁ ହେବା ପରେ ମେଡିକାଲରେ ସୁଧାର ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବଙ୍କୁ ଧନ୍ଯବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। 5T ଟିମ୍‌ ବୁଲିବା ଦରକାର। ଯେଉଁଥିରୁ…

ଆଜି ବିଧାନସଭାରେ ବିବୃତ୍ତି ରଖିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର: ଆଜି ବିଧାନସଭାରେ ବିବୃତ୍ତି ରଖିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଧାନ କିଣାରେ ଟୋକନକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଗୃହରେ ବିରୋଧୀ ସରକାରଙ୍କୁ ଘେରିବା ପରେ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ । କିନ୍ତୁ କୌଣସି ତଥ୍ୟ ଏବେ ମୋ ପାଖରେ ନାହିଁ।…