Below header
Browsing Tag

odisha assembly session

ଆଜି ସୁରୁଖୁରରେ ଚାଲିଥିଲା ବିଧାନସଭା ପ୍ରଶ୍ନକାଳ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ନେଇ କରାଯାଇଛି ଆଲୋଚନା

ଭୁବନେଶ୍ବର: ଆଜି ସୁରୁଖୁରରେ ଚାଲିଥିଲା ବିଧାନସଭା ପ୍ରଶ୍ନକାଳ । ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋଚନା ହୋଇଛି । ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତ୍ତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଓଡ଼ିଶାର ୬ଟି ଉପକୂଳ…

ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ: ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ…

ଭୁବନେଶ୍ବର: ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ। ଆରମ୍ଭରୁ ହଚ୍ଚଗୋଳ। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକମାନେ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଧାନ କିଣା ଅବ୍ୟବସ୍ଥା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚେଷ୍ଟା କରିଥିଲେ କଂଗ୍ରେସ ସାଂସଦ…

ଆଜି ବି ବିଧାନସଭା ଗୃହ କାର୍ଯ୍ୟରେ ସାମିଲ ହୋଇନାହାନ୍ତି ବିଜେପି ବିଧାୟକ, ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ପ୍ରତିବାଦରେ…

ଭୁବନେଶ୍ବର: ବିଜେପି ବିଧାୟକ ଆଜି ବି ବିଧାନସଭା ଗୃହ କାର୍ଯ୍ୟରେ ସାମିଲ ହୋଇନାହାନ୍ତି। ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ପ୍ରତିବାଦ ଜାରି ରଖିବା ସହ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। CBI ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ…

ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକଙ୍କ ସହ ମୁହାଁମୁହିଁ ହେଲେ ବାଚସ୍ପତି, ଗୃହ କାର୍ଯ୍ୟ ଦିନ ୩ଟା…

ଭୁବନେଶ୍ବର: ୪ ଦିନ ହେଲା ଚାଲିପାରୁନି ବିଧାନସଭା ପ୍ରଶ୍ନକାଳ। ଆଜି ଅଧିବେଶନର ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ହଟ୍ଟଗୋଳ କରିଥିଲେ। ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଗୃହ କାର୍ଯ୍ୟ ଦିନ ୩ଟା ପର୍ଯ୍ୟନ୍ତ…

ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରତିବାଦ ଭିତରେ ଚାଲିଛି ଗୃହ, ଶୂନ୍ୟକାଳରେ ଉଠିଲା ମହାତ୍ମାଗାନ୍ଧୀଙ୍କ ପ୍ରସଙ୍ଗ

ଭୁବନେଶ୍ବର: ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରତିବାଦ ଭିତରେ ଚାଲିଛି ଗୃହ । ଗୃହ କାର୍ଯ୍ୟ ସ୍ୱାଭାବିକ କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ବିଫଳ । ଏଥିରେ ବିଜେପି ଯୋଗ ଦେଇନାହିଁ । ବିଜେପି ବିଧାୟକମାନେ ନିରବ ପ୍ରତିବାଦ କରୁଛନ୍ତି । ସେମାନେ ଗୃହ କାର୍ଯ୍ୟରେ ସହଯୋଗ…

ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ପ୍ରସଙ୍ଗ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ବର୍ଷା ଅଭାବ । ବର୍ଷା ନଥିବାରୁ ଅନେକ ଜିଲ୍ଲାରେ ଚାଷ କାମ ପ୍ରଭାବିତ ହୋଇଛି । ଆଜି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ରାଜସ୍ୱମନ୍ତ୍ରୀ ପରିସ୍ଥିତିର ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି ।…

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ୍ ୨୫ରୁ

ଭୁବନେଶ୍ବର(କେନ୍ୟୁଜ୍) : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ ୨୫ରୁ ଆରମ୍ଭ ହେବ। ଜୁନ୍‌ ୨୮ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ। ବଜେଟ୍‌ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଲୋଡାଯାଇଛି ଜନସାଧାରଣଙ୍କ ମତାମତ। ୩/୪ଦିନ ମଧ୍ୟରେ ଅର୍ଥନୀତି ବିଶେଷଜ୍ଞଙ୍କ ସହ ବୈଠକ ବସିବ। ଏନେଇ…

ହଟୁନି ଅଚଳାବସ୍ଥା , ପଞ୍ଚମ ଦିନରେ ବି ଚାଲିପାରିନି ବିଧାନସଭା ପ୍ରଶ୍ନକାଳ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବି ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକମାନେ ଚାଷ ଓ ଚାଷୀ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ବିଜେପି ବିଧାୟକମାନେ ଚିଟ୍‌ଫଣ୍ଡ…