ବରିଷ୍ଠ IAS ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ
ଭୁବନେଶ୍ବର(କେନ୍ଯୁଜ୍): ବରିଷ୍ଠ IAS ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ। ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ IAS ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।
ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ MD ବିନୋଦ କୁମାର। ବିନୋଦ କୁମାରଙ୍କ ବିରୋଧରେ ୨୭ଟି ଭିଜିଲାନ୍ସ କେସ୍ ଦାୟର ହୋଇଥିଲା। ନକଲି ଫାର୍ମକୁ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ଟଙ୍କା ମଞ୍ଜୁର କରିଥିଲେ।