Below header

ଏଥର ହେବନି ଖରାଛୁଟି, ହାଇକୋର୍ଟ ସମେତ ଜିଲ୍ଲା ଓ ଅନ୍ୟ କୋର୍ଟରେ ମଧ୍ୟ ହେବନି ଗ୍ରୀଷ୍ମକାଳୀନ ଅବକାଶ

କଟକ (କେନ୍ୟୁଜ୍‌) : ଏଥର ହାଇକୋର୍ଟରେ ହେବନି ଖରାଛୁଟି। କରୋନା ପରିସ୍ଥିତି ଯୋଗୁଁ ଅନେକ ଦିନ କୋର୍ଟ କାର୍ଯ୍ୟ ବନ୍ଦ ରହିଛି। ତେଣୁ ଏଥର ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ହେବ ନାହିଁ। ଆଗାମୀ ମେ ମାସ ୩ ତାରିଖ ପରେ ହାଇକୋର୍ଟ ସମେତ ଜିଲ୍ଲା ଓ ଅନ୍ୟ କୋର୍ଟରେ ମଧ୍ୟ ହେବନି ଗ୍ରୀଷ୍ମକାଳୀନ ଅବକାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.