ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୦୭ ପଜିଟିଭ୍‌ ଚିହ୍ନଟ, ୬୭ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୦୭ ପଜିଟିଭ୍‌ ଚିହ୍ନଟ । ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୭୦ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୫୬ ପ୍ରତିଶତ । ୨୪ ଘଣ୍ଟାରେ ୬୪ ହଜାର ୮୦୨ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୩୯୭ ପଜିଟିଭ ଆକ୍ରାନ୍ତ ହୋଇଛନ୍ତି । କଟକରୁ ୧୩୦, ବାଲେଶ୍ୱରରୁ ୬୬, ଜଗତସିଂହପୁରରୁ ୫୩ ଓ ଯାଜପୁରରୁ ୫୨ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୦ ହଜାର ୮୫୩।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.