ମୋ ସରକାରରେ ସାମିଲ ହେଲା SC ଓ ST ବିଭାଗ, ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ପ୍ରଣାଳୀରେ ହେବ ଉନ୍ନତି

କେନ୍ୟୁଜ୍(ବ୍ୟୁରୋ):   ମୋ ସରକାରରେ ସାମିଲ ହେଲା ଏସସି ଏସଟି ବିଭାଗ । ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବାସହ ସେହି ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ସହାୟକ ହେବ । ତାଛଡା ଲୋକଙ୍କ ସମସ୍ୟା ପ୍ରତି ସରକାୀ କର୍ମଚାରୀଙ୍କ ବୃତିଗତ ଓ ନୈତିକ ଦୃଷ୍ଟିଭଙ୍ଗୀରେ ଉନ୍ନତି ହେବ । ନାଗରିକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଓ ସେମାନଙ୍କ ମତାମତକୁ ନେଇ ସରକାରୀ ଅନୁଷ୍ଠାନମାନଙ୍କର ଉତ୍ତରଦାୟୀତ୍ୱକୁ ବୃଦ୍ଧି କରିବା ମୋ ସରକାର ମୁଖ୍ୟ ଉଦେଶ୍ୟ । ଏହି ଯୋଜନା ଦ୍ୱାରା ଜନଜାତି ବର୍ଗର ହିତାଧିକାରୀ ମାନଙ୍କୁ ବିଭିନ୍ନ କୃଷି ଓ ଅଣକୃଷିଭିତିକ ସହାର୍ଯ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।ଏହି ଅବସରରେ ମିଶନ ଜୀବିକା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.