ଆଜି ରାଜ୍ୟରୁ ୩୫୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରୁ ୩୫୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ମଧ୍ୟରୁ ୨୦୩୯ ଜଣ କ୍ଵାରେଣ୍ଟୀନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟକଟରୁ ୧୫୩୮ ଚିହ୍ନଟ ହୋଇଛନ୍ତି । ଏଯାବତ ୧ କୋଟି ୩୦ ଲକ୍ଷ ୯୫ ହଜାର ୧୯୯ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ସେ ମଧ୍ୟରୁ ୮ ଲକ୍ଷ ୭୭  ହଜାର ୫୦୨ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଯେବେକି ୩୮ ହଜାର ୭୧୭ଟି ଆକ୍ଟିଭ କେଶ ରହିଛି । ଶନିବାର ସନ୍ଧ୍ୟା ସୁଦ୍ଧା ୫୨୮୧ ଜଣ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଥିବା ବେଳେ ୮ ଲକ୍ଷ ୩୫ ହଜାର ୧୩୨ଙ୍କ ସୁସ୍ଥ ହୋଇ ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.