ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍: ଜଣେ ମୃତ, ୨ ଗୁରୁତର

ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଜଣେ ମୃତ, ୨ ଗୁରୁତର । ବରଗଡ ଜିଲ୍ଲା ଲରମ୍ଭା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଛାତ୍ରୀ କାଦୋବାହାଲ କଲେଜର । ମୃତକ ହେଲେ ଅନୁପମା ମଲ୍ଲିକ ।

ବରଗଡ(କେନ୍ୟୁଜ): ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଜଣେ ମୃତ, ୨ ଗୁରୁତର । ବରଗଡ ଜିଲ୍ଲା ଲରମ୍ଭା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଛାତ୍ରୀ କାଦୋବାହାଲ କଲେଜର । ମୃତକ ହେଲେ ଅନୁପମା ମଲ୍ଲିକ । ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.