Below header

ପଥର ବୋଝେଇ ଟ୍ରକ କଣ୍ଟେନରକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ମୃତ ଦୁଇ ଆହତ

ସୋର (କେନ୍ୟୁଜ୍) : ଟ୍ରକ ସହିତ କଣ୍ଟେନର ଧକ୍କାରେ ଜଣେ ମୃତ ଦୁଇ ଆହତ । ସୋର ଥାନା ବାରିକପୁର ୧୬ନଂ ଜାତୀୟ ରାଜପଥରେ ଏକ ପଥର ବୋଝେଇ ଟ୍ରକ କଣ୍ଟେନରକୁ ପଛରୁ ଧକ୍କା ଦେବାରୁ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.