Below header

ଯାଜପୁର: ମାରଣା ଷଣ୍ଢ ଆକ୍ରମଣରେ ଜଣେ ମୃତ

ଷଣ୍ଢ ଆକ୍ରମଣରେ ଗଲା ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ଗାଁର ଅଭାବନୀୟ ଘଟଣା । ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

 ଯାଜପୁର (କେନ୍ୟୁଜ): ଷଣ୍ଢ ଆକ୍ରମଣରେ ଗଲା ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ଗାଁର ଅଭାବନୀୟ ଘଟଣା । ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁହୋଇଛି । ମୃତକ ହେଲେ ଗ୍ରାମର ଅଲେଖ ମଲିକ। ଅଲେଖ ସକାଳୁ ଘର ପାଖରେ ବସିଥିବା ବେଳେ ମାରଣା ଷଣ୍ଢ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.