Below header
Browsing Tag

bull attack

ରାସ୍ତାରେ ଯାଉ ଯାଉ ହଠାତ ସ୍କୁଟି ଚଢ଼ାଳିଙ୍କ ଉପରକୁ ମାଡ଼ିଗଲା ଷଣ୍ଢ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି

ବଢ଼ିଚାଲିଛି ଷଣ୍ଢଙ୍କ ଉତ୍ପାତ । ରାସ୍ତାରେ ଯାଉ ଯାଉ ହଠାତ ଲୋକଙ୍କୁ ଆକ୍ରମଣ କରୁଛନ୍ତି ଷଣ୍ଢ । ଷଣ୍ଢଙ୍କ ଆକ୍ରମଣରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଆପଣମାନେ ରାସ୍ତାରେ ଗାଡ଼ି ଚଳାଇ ଯିବା ସମୟରେ ସାବଧାନ ରୁହନ୍ତୁ ନଚେତ ଆପଣ ବି ଷଣ୍ଢ ଆକ୍ରମଣର ଶିକାର ହୋଇପାରନ୍ତି । କାରଣ…

ଜୀବନ କ୍ଷଣିକ ମାତ୍ର, ଷଣ୍ଢ ନେଇଗଲା ବୃଦ୍ଧାଙ୍କ ଜୀବନ

ଗଞ୍ଜାମ (କେନ୍ୟୁଜ): ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ଥାଏ ଦେଖେ ସ୍ଥାନ । ହଠାତ ଆସେ ଆଉ କ୍ଷଣିକରେ ମଣିଷର ଜୀବନ ନେଇ ପଳାଇ ଯାଏ । ମଣିଷ ଜୀବନ ଛାର ମାତ୍ର । ଆମେ ଏଭଳି କହିବାର କାରଣ ହେଉଛି ଆଜି ଏମିତି ଏକ ଦୁର୍ଘଟଣା ଘଟିଛି, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।…

ଛତ୍ରପୁର: ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଛତ୍ରପୁର (କେନ୍ୟୁଜ): ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବଡ଼ମାଧପୁର ଗାଁରେ ଏକ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ବଡ଼ମାଧପୁର ଗାଁର ବି.କାମିଲି ପାତ୍ର । କାମିଲି ସକାଳୁ ଘର ପାଖରୁ କୌଣସି ଏକ କାମରେ ଯାଉଥିବା ବେଳେ ଷଣ୍ଢ ତାଙ୍କୁ…

ଷଣ୍ଡ ଠାରୁ ୧୦୦ହାତ ଦୂରରେ ରହନ୍ତୁ ଆଜ୍ଞା, ଜୀବନ ଚାଲିଯାଇପାରେ

ଯାଜପୁର(କେନ୍ୟୁଜ):  ପୁଅ କାନ୍ଦୁଛି ହସ୍ପିଟାଲରେ । ବାପା ଆଉ ନାହିଁ ଏ ଦୁନିଆରେ। କଣ ହେଇଗଲା ସବୁ କେଇ ମିନିଟ୍ ଭିତରେ । ଚାଲୁଥିବା ବୁଲୁଥିବା ମଣିଷଟା ନିସ୍ତେଜ ହେଇଗଲା । ଘଟଣା କଣ ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଆପଣ ପ୍ରାୟତଃ ଘର ବାହାରେ ଯିବା ଆସିବା ସମୟରେ ଗାଈ,ଷଣ୍ଢ ମାନଙ୍କୁ…

ଯାଜପୁର: ମାରଣା ଷଣ୍ଢ ଆକ୍ରମଣରେ ଜଣେ ମୃତ

 ଯାଜପୁର (କେନ୍ୟୁଜ): ଷଣ୍ଢ ଆକ୍ରମଣରେ ଗଲା ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ଗାଁର ଅଭାବନୀୟ ଘଟଣା । ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁହୋଇଛି । ମୃତକ ହେଲେ ଗ୍ରାମର ଅଲେଖ ମଲିକ। ଅଲେଖ ସକାଳୁ ଘର ପାଖରେ ବସିଥିବା ବେଳେ ମାରଣା ଷଣ୍ଢ ଆକ୍ରମଣ କରିଥିଲା ।…