ଉମରକୋଟ: ନିର୍ମାଣାଧୀନ ପୋଲ ଭୁଶୁଡି ଜଣେ ମୃତ, ୩ ଗୁରୁତର

ଉମରକୋଟ(କେ ନ୍ୟୁଜ): ଉମରକୋଟରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ତାଲାପୋଦର ନିକଟରେ ପୋଲ ନିର୍ମାଣ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ୩ ଗୁରୁତର ଆହତ ଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ମୃତକ ଜଣଙ୍କ ରାଇଘରର ମହେନ୍ଦ୍ର ମାଲି ବୋଲି ଜଣାପଡିଛି । କିନ୍ତୁ ଆହତ ମାନଙ୍କ ପରିଚୟ ଏଯାବତ ମିଳିପାରିନାହିଁ ।

UMERKOTE

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.