ଲ୍ୟାଣ୍ଡମାଇନ ଖଞ୍ଜୁ ଥିବା ବେଳେ ଜଣେ ମାଓବାଦୀ ମୃତ, ଚାରି ଗୁରୁତର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜୁ ଥିବା ବେଳେ ଜଣେ ମାଓବାଦୀ ମୃତ ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜୁ ଥିବା ବେଳେ ଜଣେ ମାଓବାଦୀ ମୃତ । ଅନ୍ୟ ଚାରି ଗୁରୁତର ହୋଇଛନ୍ତି। ଚିନ୍ତଲନାର ନିକଟରେ ନିର୍ବଚନୀ ହିଂସା କରିବାକୁ ଯୋଜନା କରୁଥିଲେ ଏହି ମାଓବାଦୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.