ଯାଜପୁରରୁ ଆସିଲା ନିଜାମୁଦ୍ଦିନ ଲିଙ୍କ, ବିଂଝାରପୁର ଅଂଚଳର ଜଣେ ବ୍ୟକ୍ତି ଯାଇଥିଲେ ଦିଲ୍ଲୀ ଧାର୍ମିକ ସମ୍ମିଳନୀକୁ

ଯାଜପୁର ଟାଉନ୍‌ (କେନ୍ୟୁଜ): ଯାଜପୁରରୁ ଆସିଲା ନିଜାମୁଦ୍ଦିନ ଲିଙ୍କ, ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀକୁ ଯାଇଥିଲେ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ଜଣେ ବ୍ୟକ୍ତି, ସେଠାରୁ ୧୭ ତାରିଖରେ ଫେରିଥିବା ଜଣାପଡିଛି। ଏହା ଜଣାପଡିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି। ଅନ୍ୟପଟେ ତାଙ୍କ ପରିବାରକୁ Home Quarantine ରେ ରହିବାକୁ ନିର୍ଦେଶ ଦିଆଯାଇଥିବା ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.