ପୁରୀ: ରେଡକ୍ରସ ରୋଡ୍‌ ପାଣି ଗୋଦାମ ନିକଟରେ ଜଣେ ଯୁବନେତାଙ୍କୁ ଗୁଳିମାଡ଼

ରେଡକ୍ରସ ରୋଡ୍‌ ପାଣି ଗୋଦାମ ନିକଟରେ ଗୁଳିମାଡ଼ ହୋଇଛି । ଗୁରୁତର ହୋଇଛନ୍ତି ଯୁବ ନେତା ସୋମନାଥ ସାହୁ । ୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଖୋକା ଜବତ କରିବା ସହ ଖୋଳତାଡ କରୁଛି ପୋଲିସ । 

ପୁରୀ(କେନ୍ୟୁଜ୍): ପୁରୀରେ ଜଣେ ଯୁବନେତାଙ୍କୁ ଗୁଳିମାଡ଼ । ରେଡକ୍ରସ ରୋଡ୍‌ ପାଣି ଗୋଦାମ ନିକଟରେ ଗୁଳିମାଡ଼ ହୋଇଛି । ଗୁରୁତର ହୋଇଛନ୍ତି ଯୁବ ନେତା ସୋମନାଥ ସାହୁ । ୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଖୋକା ଜବତ କରିବା ସହ ଖୋଳତାଡ କରୁଛି ପୋଲିସ ।