କଟକରେ ଓପିଏସସି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅନଲାଇନ୍‌, ପରୀକ୍ଷା ଫଳ ପ୍ରକାଶନ ଠାରୁ ଆରମ୍ଭ କରି ସବୁକିଛି ସ୍ୱଚ୍ଛତା ସହ ହେବ ସମାଧାନ

କଟକ: କଟକରେ ଥିବା ଓପିଏସସି କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଅନଲାଇନ୍‌ କରାଯାଇଛି । ଅନଲାଇନ ହେବା ଦ୍ୱାରା ଏବେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବାକୁ ଆଶା ରଖିଛି ଓପିଏସସି ।

ପରୀକ୍ଷା ଫଳ ପ୍ରକାଶନ ଠାରୁ ଆରମ୍ଭ କରି ସବୁକିଛି ଅନଲାଇନ ବ୍ୟବସ୍ଥାରେ ହେଲେ ସ୍ୱଚ୍ଛତା ରହିବା ସହ ଶୀଘ୍ର ସମାଧାନ ହୋଇପାରିବ । ବର୍ତ୍ତମାନ ସମୟରେ ଏହି ଇ-ଅଫିସ ବ୍ୟବସ୍ଥା ବେଶ ଯୁଗୋପଯୋଗୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.