Below header

ନବମ ଥର ଦୋଷୀ ସାବ୍ୟସ୍ତ ହେଲେ ORHDC ର ପୂର୍ବତନ MD ବିନୋଦ କୁମାର, ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନବମ ଥର ଦୋଷୀ ସାବ୍ୟସ୍ତ ହେଲେ ORHDC ର ପୂର୍ବତନ MD ବିନୋଦ କୁମାର । ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ।

ଭୁବନେଶ୍ୱର : ନବମ ଥର ଦୋଷୀ ସାବ୍ୟସ୍ତ ହେଲେ ORHDC ର ପୂର୍ବତନ MD ବିନୋଦ କୁମାର । ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ଅଧିକ୨ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହାସହ ଓଡ଼ିଶା ରୁଲାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ- ORHDC ଦୁର୍ନୀତି ମାମଲାରେ ଅନ୍ୟ ୩ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ORHDC ର ପୂର୍ବତନ ଏକଜ୍ୟୁଟିଭ ଡାଇରେକ୍ଟର ଟେକ୍ନିକାଲ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଟାଣ୍ଟସ ଅଫିସର ପ୍ରଦୀପ କୁମାର ରାଉତ, NGO ବିକାଶର ସେକ୍ରେଟାରୀ ଅଶୋକ କୁମାର ନନ୍ଦ ଦୋଷୀ ସାବ୍ୟସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.