ରାୟଗଡ଼ାରେ ଫୁଟିଲା ବିରଳ ପାରିଜାତ ପୁଷ୍ପ

ରାୟଗଡ଼ା (କେ ନ୍ୟୁଜ୍‌) : ମହାମାରୀ କରୋନା ବେଳାରେ ଫୁଟିଛି ଏକ ବିରଳ ଫୁଲ । ନେଇ ରାୟଗଡା ସହରର ସ୍ବାସ୍ଥ୍ୟ ବିଭାଗ ଫାର୍ମାସିଷ୍ଟ ଶିବ ନାୟକଙ୍କ ବଗିଚାରେ ପାରିଜାତ ଫୁଲ ଫୁଟିଛି । ଏହି ବିରଳ ଫୁଲକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ଦେଖା ଦେଇଛି ।

PARIJATA-1

ହେଲେ କୋରୋନାକୁ ନେଇ ସମାଜିକ ଦୂରତ୍ବକୁ ଗୁରୁତ୍ୱ ଦିଆଯାଉଥିବାରୁ କାହାକୁ ବଗିଚା ଭିତରୁକୁ ଛଡ଼ା ଯାଉ ନାହିଁ । ତେବେ ଏହାର ଫଟୋ ଓ ଭିଜୁଆଲ ଖୁବ୍‌ ଭାଇରାଲ ହେଉଛି । ଗତ ତିନିବର୍ଷ ତଳେ ହରିଦ୍ବାରରୁ ସେ ଏହି ବିରଳ ଫୁଲ ଗଛ ସଂଗ୍ରହ କରିଥିବା ବିଷୟ କହିଛନ୍ତି । କୁହାଯାଏ ପାରିଜାତ ଫୁଲ କେବଳ ସ୍ୱର୍ଗରେ ଫୁଟେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.