Below header

ବାଲେଶ୍ୱର : ଭୁଲ୍‌ ଇଞ୍ଜେକ୍‌ସନ୍‌ରୁ ମୃତ୍ୟୁ ଅଭିଯୋଗରେ ତୁମୁଳକାଣ୍ଡ

ବାଲେଶ୍ୱର (କେନ୍ୟୁଜ୍) : ହସ୍ପିଟାଲରେ ଭୁଲ୍ ଇଞ୍ଜେକସନରୁ ମୃତ୍ୟୁ ଅଭିଯୋଗରେ ତୁମୁଳକାଣ୍ଡ । ମୃତକଙ୍କ ପରିବାର ଲୋକେ ମେଡିକାଲ ପରିସରରେ ଭଙ୍ଗାରୁଜା କରିଛନ୍ତି । ସହଦେବ ଖୁଣ୍ଟା ଦହପଡ଼ାର ମଧୁସୂଦନ ପ୍ରଧାନ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ନିକଟରେ ଥିବା ରୋଗୀଙ୍କ ଇଞ୍ଜେକ୍ସନ୍ ତାଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ମଧୁସୂଦନଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଉତ୍ତେଜନା ଦେଖା ଦେଖା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.